Salug,କୋକସରା ଦୁଇ ମୁହାମୁହିଁ ଜଣେ ମୃତ ଜଣେ ଗୁରୁତର ଆହତ ଚକାପନ୍ସର ହେବାରୁ ଦୁଘଟଣା ହୋଇଥିବା ଜଣାପଡିଛୀ।
*ଟ୍ରକ ପିକଅପ୍ ମୁହାଁମୁହିଁ*
Anchol,କଳାହାଣ୍ଡି ଜିଲ୍ଲାକୋକସରା ଥାନା ଅଞ୍ଚଲ ଦେଇ ଯାଇଥିବା ମଧ୍ୟରେ ଟ୍ରକ୍-ପିକଅପ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ୍ୟୃ ଓ । ଜାତୀୟ ରାଜପଥ-୨୬ରେ ଟ୍ରକ୍ ଓ ପିକଅପ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ପିକଅପ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଉଭୟେ ଗାଡ଼ି ଭିତରେ ଫସି ଯାଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କୋକସରା ମେଡିକାଲରେ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କୁ ଭବାନୀପାଟଣା ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହେଲ୍ପରଙ୍କ ଚିକିତ୍ସା ଜାରି ରହିଛି।
କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ
