
କୋରାପୁଟ କୋରାପୁଟ ଜିଲ୍ଲା ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ବିକାଶ ବିଦ୍ୟାଳୟ ରେ ମା ଙ୍କର ସ୍ବରସ୍ବତୀ ପୂଜା ମହାସମାରୋହ ରେ ପାଳିତ ହୋଇଯାଇଛି l ଆଜି ସ୍ବରସ୍ବତୀ ବିଦ୍ୟାଳୟ ର ପିଲାମାନେ ବିଦ୍ୟାଳୟ କୁ ପ୍ରବେଶ କଲା ପରେବିଦ୍ୟାଳୟ ତରଫରୁ ସେମାନଙ୍କୁ ବନ୍ଦାପନା କରାଯାଇଥିଲା ଓ ପରେ ମା ଙ୍କୁ ଆହ୍ୱାନ କରାଯିବା ସହ ପୂଜା ଅର୍ଚନା କରାଯାଇଥିଲା ପୁଷ୍ପାଞ୍ଜଳି ପରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ପିଲାମାନେ ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଳୟ କୁ ଆସିଥିବାର ଦେଖା ଯାଇଥିଲା l ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍,,