କୋକସରା : (ମଣ୍ଟୁ ପାଣିଗ୍ରାହୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡ଼କେନ୍ଦୁଗୁଡା ଗ୍ରାମର ଗୈନ୍ତିଆ ବିରଞ୍ଚ ନାରାୟଣ ପଣ୍ଡାଙ୍କ ୬୫ ବର୍ଷ ବୟସରେ ବିୟୋଗ ଘଟିଛି। ସା ଦୀର୍ଘ ଦନହେଲା ରୋଗ ଶଯ୍ୟାରେ ପଡିଥିଲେ ଗାଁ ଶ୍ମଶାନାରେ ତାଙ୍କ ଅନ୍ତିମ ସଂସ୍କୃର କରାଯାଇଛି ପୁଅ ଆମର ଜୋତି ପଣ୍ଡା ଓ ସାନ ଭାଇ ଲଷ୍କୀ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ସେ ୨୦୧୨ରୁ୨୦୧୭ ପର୍ଯ୍ୟନ୍ତ କୋକସରା ଜୋନ-୧ର ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ।
