*ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠାତା ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଦିବସ ପାଳିତ, ଘାସିରାମ ମାଝୀ ସ୍ମୃତି ପରିଷଦ ପକ୍ଷ ରୁ ଏକତା ଛକ ଠାରେ ମାଲ୍ୟାର୍ପଣ,କଲେଜ ଅଡିଟୋରିୟମରେ ଜନ୍ମ ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୫.୦୭.
ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠାତା ଘାସିରାମ ମାଝୀଙ୍କ ଜନ୍ମ ଦିବସ ପାଳିତ, ସ୍ୱର୍ଗୀୟ ଘାସିରାମ ମାଝୀ ସ୍ମୃତି ପରିଷଦ ପକ୍ଷ ରୁ ଏକତା ଛକ ଠାରେ ମାଲ୍ୟାର୍ପଣ,କଲେଜ ଅଡିଟୋରିୟମରେ ଜନ୍ମ ଦିବସ ପାଳିତ ହୋଇଯାଇଅଛି। ସମସ୍ତ ବନ୍ଧୁ ଯୋଗ ଦେଇ ଘାସିରାମ ମାଝୀଙ୍କ ଜିଲ୍ଲା ଗଠନ ରେ ଅବଦାନ ଓ ବିକାଶର ସୂତ୍ରଧର ନେଇ ଆଲୋଚନା କରିବାକୁ ଅନୁରୋଧ ଏକତା ଛକ ଠାରେ ସ୍ୱର୍ଗୀୟ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ପୂଜା ଅର୍ଚ୍ଚନା କରି ଘାସିରାମ ମାଝୀ ସ୍ମୃତି ପରିଷଦ ସଭାପତି ପ୍ରସନ୍ନ ପାଢ଼ୀ ସହ ତାଙ୍କ ଝିଅ ଯୋଗ ଦେଇଥିଲେ।
