*ନୂଆପଡ଼ା ଜିଲ୍ଲା ରେ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର, କୃଷକ ଆୟକୁ ବୃଦ୍ଧି କରିବା ସହ ଅଳ୍ପ ସମୟରେ ଓ ପରିଶ୍ରମ ରେ ଅଧିକ କାମ ହେବା ସୁଯୋଗ,।ସରକାର, ଇକ୍ରିସେଟ୍ ଓ କୃଷି ବିଶ୍ୱବିଦ୍ୟାଳୟ ମିଳିତ ଉଦ୍ୟମ ରେ ଜିଲ୍ଲା କାର୍ଯ୍ୟ ଦେଶରେ ପ୍ରଂଶସା*
ନୂଆପଡା(ମିଖାଏଲ ନନ୍ଦ) ତା:୧୫.୦୭.
ନୂଆପଡ଼ା ଜିଲ୍ଲା କୁ ଏକ ପାଇଲଟ ପ୍ରକଳ୍ପ ରୂପେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ଵାରା କୃଷକ ଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ସରକାର, କୃଷି ବିଶ୍ୱବିଦ୍ୟାଳୟ ଓ ଇକ୍ରିସେଟ୍ ମିଳିତ ଉଦ୍ୟମ ରେ ଓଡ଼ିଶା ର ପାଞ୍ଚ ଗୋଟି ଜିଲ୍ଲା ରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବିଶେଷ ରୂପେ ଚାଷୀଙ୍କ ସମୟ, ପରିଶ୍ରମ ଓ କମ ଖର୍ଚ୍ଚ ରେ କୃଷିକାର୍ଯ୍ୟ ସମ୍ପାଦନ ହୋଇଥାଏ। ନୂଆପଡ଼ା ଜିଲ୍ଲା ରେକରିକୃଷି ଯନ୍ତ୍ରପାତି କୁ ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ରାଜ୍ୟ ସରକାରଙ୍କ ପକ୍ଷ ରୁ ଢିପ ଅଞ୍ଚଳ ରେ କ୍ଷୁଦ୍ର ଚାଷ କରିବା କାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ପକ୍ଷ ରୁ ଟ୍ରାକ୍ଟର ଚଳିତ ନାଧାଡ଼ିଆ ମଞ୍ଜି ବୁଣା ଯନ୍ତ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ସୁପରିଚାଳନା ପ୍ରକଳ୍ପ କାର୍ଯ୍ୟ କରିଅଛି। ଦ୍ୱାରା ମାଣ୍ଡିଆ, ସୁଆଁ, ଜହ୍ନା ଭଳି ଚାଷ କରିଛନ୍ତି। ଦୁଇ ଗୋଟି କୃଷି ଯନ୍ତ୍ର ହୁଡ଼ା ଉପରେ କ୍ଷୁଦ୍ର ଶସ୍ୟ ଚାଷ କରିବା।
