କେଭିଡ୍ ପାଇଁ ଗଞ୍ଜାମରେ_ହାଇ_ଆଲର୍ଟ
(ରିପୋର୍ଟ୍:- ରାଜକିଶୋର ସାବତ)
ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ । ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHOଙ୍କ ନିର୍ଦ୍ଦେଶ । SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ । ଆଗକୁ ରଥ ଯାତ୍ରା ଥିବାରୁ କୋଭିଡ ସଂକ୍ରମଣ ରୋକିବାକୁ ସରକାର ପ୍ରସ୍ତୁତି।
