*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଚିନ୍ଦାଗୁଡ଼ା ଗଡ଼ରାମୁଣ୍ଡା ମଝି ଭାଗରେ ଏକ ସଡ଼କ ଦୁର୍ଘଟଣା ବାଇକ୍ ବଲେରୋ ମଧ୍ୟ ରେ ଧକ୍କା, ବାଇକ୍ ଚାଳକ ଗୁରୁତର*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଚିନ୍ଦାଗୁଡ଼ା ଗଡ଼ରାମୁଣ୍ଡା ମଧ୍ୟ ଭାଗରେ ଏକ ସଡ଼କ ଦୁର୍ଘଟଣା ବାଇକ୍ ବଲେରୋ ମଧ୍ୟ ରେ ଧକ୍କା, ବାଇକ୍ ଚାଳକ ଗୁରୁତର। ସ୍ଥାନୀୟ ଲୋକେ ଏମ୍ବୁଲାନ୍ସ ରେ ଚିକିତ୍ସା ପାଇଁ ପଠାଇଛନ୍ତି। ବାଇକ୍ ଆରୋହୀ ମଦ୍ୟପାନ କରିଥିବା ବେଳେ ବଲେରୋ ରେ ପିଟି ହୋଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ବାଇକ୍ ଚାଳକ ପଟଧରା ବୋଲି ଜଣାପଡ଼ିଥିବା ବେଳେ ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଆହତ ବାଇକ୍ ଆରୋହୀ ଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି।
