ଅନୁଗୋଳ
ନକଲି ନର୍ସ ନିଯୁକ୍ତିରେ
ଜିଲ୍ଲା ପାଳଙ୍କ ଅଫିସି ଘେରାଉ
ତାରିଖ : ୧୨/୦୬ /୨୦୨୬
ଆଜି ସକାଳ ଆଠ ଘଣ୍ଟିକା ସମୟ ରେ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଷ୍ଟାଫ ନର୍ସ ନଯୁକ୍ତି ରେ ହୋଇଥିବା କେଳେ ଙ୍କାରି ପ୍ରତିବାଦରେ ଅନୁଗୋଳ ଜିଲ୍ଲା ପାଳ ଅଫିସି ଘେରାଉ ଏବଂ ଦାବୀ ପତ୍ର ପ୍ରଦାନ କରାଯିବ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରୁ ସମସ୍ତେ ଏକ ବିରାଟ ଶୋଭା ଯାତ୍ରା ରେ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯିବ ଏହି ପରିପ୍ରେକ୍ଷୀରେ ସକାଳ ଆଠ ଘାଣ୍ଟିକା ସମୟରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭା ଯାତ୍ରା ଆରମ୍ଭ କରିଥିଲେ ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
