*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକର୍ମ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୧୧.୦୬.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଖଡ଼ିଆଳ ୱାର୍ଡ ନମ୍ବର ୨ ପବ୍ଲିକ ସ୍କୁଲ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ଏନ ସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା,ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଲୋକଙ୍କ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ୱ ଦେଇଥିବା ବେଳେ ସରକାରଙ୍କ ଜନ୍ କଲ୍ୟାଣ କାରି ଯୋଜନା ଉପରେ ଲୋକଙ୍କୁ ବୁଝାଇବା ସହ ତାର ସୁଫଳ ନେବାକୁ ଆହ୍ୱାନ କରିଥିଲେ। ନୂଆପଡ଼ା ଜିଲ୍ଲାର ତିନି ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗତ କାରି ୧୦ ଜୁନ ଠାରୁ ୨୩ ଜୁନ ପର୍ଯ୍ୟନ୍ତ ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ଭାଗିଦାରିତା କାର୍ଯ୍ୟକର୍ମ ଅନୁଷ୍ଠିତ ହେବ। ପ୍ରତ୍ୟେକ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ତାଙ୍କ ଅଞ୍ଚଳ ର ସମସ୍ୟା ଓ ସୁଧାର ର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେବାକୁ ଆହ୍ୱାନ କରିଛନ୍ତି। ବିଶେଷ କରି ଭତ୍ତା ଯୋଜନା ରେ ଦେଖାଯାଇଥିବା ସମସ୍ୟା ଦେଖାଯାଇଥିବା ବେଳେ ଏହାର ସୁଧାର ଆସିବା ପାଇଁ ଅଧିକାରୀମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଉପସ୍ଥିତି ଏବଂ ତାଙ୍କ ସମସ୍ୟା ନେଇ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ
