କୁଳିଅଣା ବ୍ଲକ ପରିସର ମଧ୍ୟ ରେ ସ୍ଥାନୀୟ ଅଞ୍ଚଳ ରେ ଗଛ କାଟିବା ନେଇ ଉତେଜନା
ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପରିସର ରେ ମୂଲ୍ୟ ବାନ ଫଳନ୍ତି ଗଛ କାଟିବା ଘଟଣା କୁ ନେଇ ବ୍ଲକ ପରିସର ରେ ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି…ଗତ କିଛି ଦିନ ଆଗରୁ ଉକ୍ତ ବ୍ଲକ ପରିସର ମଧ୍ୟ ରେ ଦୀର୍ଘ ଦିନ ର ପୁରୁଣା ଗଛ ଗୁଡିକ କଟା ଯାଇଥିଲା…ହେଲେ ସୂଚନା ଯୋଗ୍ୟ ଯେ କୁଳିଅଣା ବ୍ଲକ ର. B. D. O ଙ୍କ ନିର୍ଦେଶ ଅନୁଯାଇ ଉକ୍ତ ଗଛ ଗୁଡିକ କଟା ଯାଇଥିବା ର ଅଭିଯୋଗ ହୋଇ ଥିବାର ଜଣା ପଡିଛି…ଉକ୍ତ ଘଟଣା କୁ ତୀବ୍ର ନିନ୍ଦା କରି ସ୍ଥାନୀୟ ଅଞ୍ଚଳ ରେ ପ୍ରବଳ ଅସନ୍ତୋଷ ଦେଖି ବାକୁ ମିଳିଛି… ଉକ୍ତ ଘଟଣା କୁ ତୀବ୍ର ବିରୋଧ କରି ପୂର୍ବତନ ସାଂସଦ (ଲକ୍ଷ୍ମଣ ଟୁଡୁ ) ବିଡ଼ିଓ ଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି…
ଜନ ସାଧାରଣ ଙ୍କ ଗୋଟିଏ ପ୍ରଶ୍ନ ଯେ କାହା ଅନୁମତି ରେ ଦୀର୍ଘ ଦିନ ର ଗଛ କଟା ଯାଇଛି.. ଏଇ ଘଟଣା ର ସଠିକ ତୋର୍ଜମା ପାଇଁ ସ୍ଥାନୀୟ ଜନ ସାଧାରଣ.. ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରେ ଅସମର୍ଥ ହୋଇ ଥିବା ଜଣା ପଡିଛି…ଏ ବାବଦ ରେ ପୂର୍ବତନ ସାଂସଦ ଫୋନ ଯୋଗେ ଜିଲ୍ଲା ପାଳ ଙ୍କୁ ଅବଗତ କରିଛନ୍ତି… ଏବଂ ଦୋଷୀ ବିରୁଦ୍ଧରେ କୋଠର କାର୍ଯାନୁଷ୍ଠାନ ନେବାପାଇଁ ଜନସାଧାରଣ ତରଫ ରୁ ଜିଲ୍ଲା ପାଳ ଙ୍କୁ ଅନୁରୋଧ କରିଥବା ଗଣ ମାଧମ ଆଗରେ ପ୍ରକାଶ କରିଛନ୍ତି..
ମୟୁରଭଞ୍ଜ ରୁ ଶିବା ନନ୍ଦ ବାଗ ଙ୍କ ରିପୋର୍ଟ ଭଞ୍ଜ ଦୂତ ନିୟୁଜ
