
କୋରାପୁଟ/
ଗତ ମଙ୍ଗଳ ବାର ଦିନ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ରେ ଆଇ ସୁ ବେଡ ରେ ଘଟି ଯାଇଥିବା ଏକାଥରକେ 6ରୋଗୀ ମୃତ୍ୟୁ ଘଟଣା ରେ ଆଜି ଜିଲ୍ଲା ବିଜେଡି ଟିମ ଜିଲ୍ଲା ସଭପତି ଝିନ ହିକକl ଙ୍କ ନେତୃତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସସ୍ମିତା ମେଲ୍କା କୋରପୁଟ ପୌରlଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପୂର୍ବତନ ପଟlଙ୍ଗୀ ପ୍ରିତମ ପାଢ଼ୀ ପୂର୍ବତନ କୋରପୁଟ ବିଧାୟକ ରଘୁରାମପlଡlଲ ପୂର୍ବତନ ଲକ୍ଷ୍ମୀ ପୁର ବିଧାୟକ ପ୍ରଭୁ ଜlନୀ ଦଳର ପୂର୍ବତନ ସାଂସଦ ପ୍ରଥିlନୀ କୌଶଲ୍ୟା ହିକକl ଆଜି ମେଡ଼ିକାଲ୍ କଲେଜ ଅଧିକ୍ଷକ ଡ ସୁଶାନ୍ତ କୁମାର ସାହୁ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ପଚାରି ବୁଝିବା ସହ ବର୍ତମାନ ତଦନ୍ତ ଅଗ୍ରଗତି ଉପରେ ଜାଣିବାକୁ ଚାହିଥିଲେ l ତl ସହିତ ରୋଗୀ ଙ୍କ ଚିକିତ୍ସା ଉପରେ ଗୁରୁତ୍ଵ ଦେଇସହ ରୋଗୀ କିପରି ଉତ୍ତମ ସେବା ପାଇପାରିବ ସେଥିପାଇଁ କତୃପକ୍ଷ ଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ମୃତକ ଙ୍କ ପରିବାର ଙ୍କୁ ଭେଟିଦେଇଥିଲେ l ଏହି ଘଟଣା ପରେ ରlଜନିତିକ ମାଇଲେଜ୍ ନେବାପାଇଁ ବିଭିନ୍ନ ଦଳ ପକ୍ଷ ରୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଅପରପକ୍ଷେ ଉକ୍ତ ଘଟଣା କୁ ନେଇ ଗତକାଲି ରାଜ୍ଯ ସ୍ଵlସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଡକ୍ଟର ଓ ସେବିକl ଙ୍କୁ କ୍ଲିଂଚିଟ ଦେଇଥିବା ବେଳେ ଡି ଏ ମ ଇ ଟି ର ଦୁଇଟି ଟିମ୍ ଦ୍ଵାରା ଚାଲିଥିବା ତଦନ୍ତ କୁ ଏହା ପ୍ରଭାବିତ କରିବନି ତ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି l, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ଖଵର