ବେତନଟୀ ଏସ ଡି ପି ଓ ନିକଟରେ ଭୀମଦା ଫାଣ୍ଡି ବିଷୟରେ ଅଭିଯୋଗ ପତ୍ର ଦାଖଲ
ବଡ଼ସାହି…..ବଡ଼ସାହି ଥାନା ଅଧୀନ ଭୀମଦା ପଞ୍ଚଯାତ ରେ ଦୀର୍ଘ 50 ବର୍ଷ ରୁ ଅଧିକ ବର୍ଷ ହେବ ଏକ ଆଜବେଷ୍ଟର ଘରେ ଫାଣ୍ଡି ଅବସ୍ଥାପିତ ! ବଡ଼ସାହି ଥାନା ରେ କେତେ ଥାନା ଅଧିକାରୀ ଙ୍କ ସହିତ କେତେ ଫାଣ୍ଡି ବାବୁ କାର୍ଯ୍ୟ କରି ଗଲେଣି କିଏ ବି ଅବସର ନେଇଗଲେଣି କିନ୍ତୁ ଫାଣ୍ଡିରେ ନା ଅଛି ପାଣିର ବ୍ୟବସ୍ତା ନା ଅପରାଧୀ ଙ୍କୁ ସୀମିତ ସମୟରେ ରଖିବା ପାଇଁ ଘର ନା ଫାଣ୍ଡି ର କାଗଜ ପତ୍ର ପାଇଁ କିଛି ସୁବିଧା ଅଛି ଆଉ ଫାଣ୍ଡି ଘର କୁ କେହି ବାସି ପାଣିରେ ପଚାରୁନଥିଲେ କି କିଛି ବୁଝୁ ନଥିଲେ ଯିଏ ଆସିଲେ ସେ ଥାନା କୁ ହେଉ କି ଫାଣ୍ଡି କି ସବୁ ନିଜ ନିଜ ସମୟ ଦେଖି ଟା ଟା ବାୟ ବାୟ କରି ଯାଆନ୍ତି କିନ୍ତୁ ଏବେ ଜିଲ୍ଲା ପୋଲିସ ବିଭା ଗ ସହିତ ଜିଲ୍ଲା ପ୍ରଶାସନ ଙ୍କ ସ୍କ!ନରରେ ଭୀମଦା ଫାଣ୍ଡି ତତସହିତ ବର୍ତମାନ କାର୍ଯ୍ୟ କରୁଥୁବା ସମସ୍ତ ଅଧିକାରୀ ସମାଧାନ ପାଇଁ ତତ୍ପର ଦେଖା ଦେଇଛି ଏହା ଯେ ସମୟ କ୍ରମେ ଏ କିଛି ଦିନ ପୃର୍ବ ରୁ କଳା ବୈଶାଖୀ ର ପ୍ରଭାବ ରେ ଫାଣ୍ଡି ର ପୁରୁଣା ଆଜବେଷ୍ଟ ର ସହିତ ପୁରୁଣା ମାଟି କାନ୍ଥ ଥୁବାରୁ ଝଡ଼ ସହିତ ବର୍ଷା ହେବାରୁ ଫାଣ୍ଡି ଘର ର ଅବସ୍ଥା ସଚନୀୟ ହେ!ଇଗଲା ଆଜବେଷ୍ଟ ର ଉଡାଇନେଇଗଲା ଆଉ କାନ୍ଥ ବି ପଡିଗଲା ଆଉ ସେ ଘରେ କର୍ମଚାରୀ ମାନେ ବାସି କାର୍ଯ୍ୟ କରିବା ଆଉ ସମ୍ଭବ ନୁହେଁ ତା ସହିତ କର୍ମଚାରୀ ଭୟ ବି କଲେଣି କେଉଁ ମୁହୁର୍ତରେ ରେ ଘର ଭୁଶୁଡି ପଡିବ ଏ ସବୁ କୁ ଦୃଷ୍ଟି ରେ ରଖି ଗ୍ରାମ ବାସି ଏକ ଲିଖିତ ପତ୍ର ବେତନଟୀ ଏସ ଡି ପି ଓ ଶ୍ରୀ ମତୀ ମିନତୀ ବିଶ୍ୱାଳ ଙ୍କ ନିକଟରେ ଦାଖଲ କରିଛନ୍ତି ! ଏସ ଡି ପି ଓ ଶ୍ରୀ ମତୀ ମିନତୀ ବିଶ୍ୱାଳ ଅଭିଯୋଗ ପତ୍ର ପାଇଲା ପରେ ସଙ୍ଗେ ସଙ୍ଗେ ଫୋନ ମାଧ୍ୟମର ଉପରସ୍ତ ଅଧିକାରୀ ଙ୍କ ସହିତ କଥା ହେବା ସହିତ କହିଲେ ଖୁବ ଶୀଘ୍ର ଏକ ନିରାପଦ ଘର କୁ ଫାଣ୍ଡିକୁ ସ୍ଥାନ୍ତାରିତ କରିବା ସହିତ ଫାଣ୍ଡି ପାଇଁ ଯେଉଁ ଜଗା ନିରୂପଣ ହେଇଛି ସେଠି କିପରି ଘର ଆରମ୍ଭ ହେବ ମୁଁ ବିଭାଗ ସହିତ କଥା ହେବି ମାଡାମ କହିଥିଲେ ଏ କଥା ଶୁଣି ଗ୍ରାମବାସୀମାନେ ଧନ୍ୟବାଦ ଜଣାଇଛନ୍ତି
