ବେଆଇନ ଗୋରୁ ଚାଲାଣ ୫ ଗୋରୁ ଉଦ୍ଧାର କରିଲେ ବଜରଙ୍ଗ ଦଳ ର କର୍ମୀ
ବାଲିଆପଳ ଶୁକ୍ରବାର ସକାଳେ ଚାଣକ୍ୟ ବୁଦ୍ଧି ଖଠାଇ ପ୍ଲାନ ଏକ କାର ରେ ୫ ଟି ଗୋରୁ କୁ ଭର୍ତି କରି ଗୋରୁ ମାଫିଆ ଚୋରା ଚାଲାଣ କରୁଥିବା ବେଳେ ଭଂରେଶ୍ୱର ଠାରେ ବଜରଙ୍ଗ ଦଳର କର୍ମୀ ନିଗମ ରାଉତ, ରାକେଶ କୁମାର ପାତ୍ର, ମାନୋଗୋବିନ୍ଦ ପଟାୟତ, ରାମଚନ୍ଦ୍ର ଦାସ, ରିଙ୍କୁ ମିଶ୍ର, ତପନ ଗିରି, ଶୁଭଙ୍କର ଦାସ, ମିଲନ ଦାସ,ଙ୍କ ଦ୍ଵାରା ଗୋରୁ ଗାଡି ଟିକୁ ଅଟକାଇ ସିଂଲା ପୋଲିସ କୁ ଖବର ଦେଇଥିଲେ ଘଟଣାସ୍ଥଳ ରେ ସିଂଲା ପୋଲିସ ପହଞ୍ଚି ସେଠାରୁ ଗୋରୁ ବଝେଇ ଗାଡି ଟୁକୁ ଆଣି ଲଙ୍ଗଳେଶ୍ୱର କାଳିଝାଟି ପଡିଆକୁ ଆଣି ଏକ ଡାଲା ଗାଡ଼ିରେ ସୁରକ୍ଷିତ ଭାବେ ସିଂଲା ଥାନାକୁ ନେଇ ଯାଇଛି ଏଥିରେ ସମ୍ପୃତ ଥିବା ପୁନିଆ ଶାନ୍ତରା କୁ ପୋଲିସ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରିରଖିଛି!
