#ଆମେ_ରେଡ୍_କରୁଛୁ_ବୋଲି_ତୋତେ_କିଏ_କହିଲା
କିଛିଦିନର ବ୍ୟବଧାନ ପରେ ପୁଣି କମିସନରେଟ ପୋଲିସ ଓ ଡ୍ରଗ୍ସ ବିଭାଗ ଆରମ୍ଭ କରିଛନ୍ତି ଅପରେସନ ପ୍ରହାର। ସିଗାରେଟ, ଗଞ୍ଜେଇ, ଗୁଟଖା ଆଦି ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡିକ ରେଡ୍ କରାଯାଇଛି। ରାଜଧାନୀର ଗଣ୍ଡମୁଣ୍ଡା ରାସ୍ତାରେ ଥିବା ବିଭିନ୍ନ ଦୋକାନରେ ଆଜି ଅଚାନକ ଏହି ଚଢାଉ କରାଯାଇଛି।
ରିପୋର୍ଟ “(ଜୀବନ ଜ୍ୟୋତି ରଣା) ,(ଭୁବନେଶ୍ୱର)
