ଜନ ସେବା ହିଁ ମାଧବ ସେବା
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଠାରେ ଜଣେ ବ୍ୟକ୍ତି ଦୃଘଟଣା ର ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତା କଡରେପଡି ଥିବା ଦେଖିବାକୁ ପାଇଥିଲେ ।
ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ସେ ସଙ୍ଗେ ସଙ୍ଗେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ କୁ ନେଇ ତାଙ୍କର ଉପକୁକ୍ତ ଚିକିତ୍ସା କରିବା ସହ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି
ଜନ ସାଧାରଣଙ୍କ ସୁଖ ଦୁଃଖରେ ସଦା ସର୍ବଦା ସାଥୀ ହୋଇ ରହିବା ହିଁ ତାଙ୍କର ସବୁ ଠାରୁ ବଡ ପରିଚୟ
ତାଳଚେର ବ୍ଲକରୁ କୃତ୍ତିବାସ ନାୟକ ରିପୋର୍ଟ ଭଞ୍ଜ ଦୂତ ଖବର
