ଆଜି ମାହାଙ୍ଗା ବ୍ଲକର ୩୭ଟି ଓ ନିଶ୍ଚିନ୍ତକୋଇଲି ବ୍ଲକର ୭ଟି ପଞ୍ଚାୟତ ପାଇଁ ବୃହତ୍ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପ ଆନୁମାନିକ ମୂଲ୍ୟ 291.20 କୋଟି ଟଙ୍କାର ପ୍ରକଳ୍ପ ମାନ୍ୟବର ପଞ୍ଚାୟରାଜ ଓ ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ଆମର ପ୍ରିୟ ନେତା ମାନ୍ୟବର ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ (ବୁଲୁ ଭାଇ)ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି
