ପାଣି ପାଇଁ ଜଙ୍ଗଲୀ ହରିଣ ଗ୍ରାମମୁହାଁ ,(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ ଅଧୀନରେ କରମୂଳ ପଞ୍ଚାୟତ ଅଶୋଖୋଲା ଗ୍ରାମର ଦେହୁରୀ ସାହିରେ ହରିଣଟି ପାଣି ପିଇବା ପାଇଁ ପଶିଆସିଥିଲା l କୁଲୁ ଦିଆଣୀଙ୍କ ଛେଳି ଫାର୍ମ ଘର ଭିତରେ ହରିଣଟି ପାଣି ପିଇବାପାଇଁ ପଶି ଯାଇଥିଲା ହରିଣ ଦେହରେ କ୍ଷ୍ୟତ ଚିହ୍ନମାନ ଦେଖା ଯାଉଥିଲା ବିଶେଷ ସୂତ୍ରରୁ ଯୋରନ୍ଦା ଫରଷ୍ଟର ଶ୍ରୀଯୁକ୍ତ ଗଙ୍ଗାଧର ସାହୁ ସୂଚନା ପାଇଁ ଯଥା ଶୀଘ୍ର ଘଟଣା ସ୍ଥଳରେ ସମସ୍ତ ଷ୍ଟାପ ଧରି ପହଞ୍ଚି ହରିଣ ଟିକୁ ଉଦ୍ଧାର କରିଥିଲେ ଓ ଦେଓଗାଁ ଫରେଷ୍ଟର ଅଫିସିରୁ ଡ଼କ୍ଟର ଆସି ଟିଟିମେଣ୍ଟ କରିଥିଲେ ଓ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିବା ପରେ କପିଳାସ ହରିଣ ସରକ୍ଷଣ ଭିତରେ ହରିଣ ଟିକୁ ଛଡାଜୀବବୋଲି କହିଥିଲେ l( ରିପୋର୍ଟ -ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
