ଭଗାରାମ ଗ୍ରାମର ନୂତନ ମନ୍ଦିରରେ ପ୍ରବେଶ କଲେ ଜଗନ୍ନାଥ ସୁଭଦ୍ରା ବଳଭଦ୍ର।
ବନ୍ତ (ନିପ୍ର)ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟରେ ଭଗରାମ ଗ୍ରାମର ଜଣକ ଘରେ ବହୁ ଦିନଧରି ପୂଜା ପାଇଆସୁଥିଲେ। କୌଣସି କାରଣରୁ ମହାପ୍ରଭୁ ଜଗନ୍ନାଥ ମହାପ୍ରଭୁ ଭଗାରାମ ଗ୍ରାମରେ ଠାକୁରଙ୍କର ନିତି ନିୟମରେପୂଜା କରୁଥିବା ଭକ୍ତଙ୍କୁ ସପ୍ନାକୃତ ହେଲା ସେ ଭକ୍ତ ଗ୍ରାମର ସମସ୍ତଙ୍କୁ ଜଣାଇଲା । ଗ୍ରାମର ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜା କରୁଥିବା ଭକ୍ତମାନେ ନୂତନ ମନ୍ଦିର ନିର୍ମାଣ କରିବାକୁ ଭଗାରାମ ଗ୍ରାମର ସମସ୍ତ ଗ୍ରାମ ବାସି ଏକର୍ତ୍ରିତ ହୋଇ ପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବାପାଇଁ ସୁଭ ଦିନ ସୁଭବାର ପଣ୍ଡିତମାନଙ୍କୁ ଡକାଇ ମନ୍ଦିର ସୁଭ ଦିଆଯାଇଥିଲା ମନ୍ଦିର ନିର୍ମାଣ ପରେ ପଣ୍ଡିତ ଖଢି ରତ୍ନ ଜୈତିଷଙ୍କୁ ଡକାଇ ମନ୍ଦିର ପଦିଷ୍ଠା ଉତ୍ସବ ହୋମଜଜ୍ଞ୍ୟ ଦିନ ବାରଧରାଯାଇ ଆରମ୍ଭ ହୋଇଥିଲା ପତିଷ୍ଠା ଉତ୍ସବ ୪ଦିନ ଧରି ପୂଜା ନାମଜଜ୍ଞ୍ୟ ସନ୍ଦ୍ୟାରେ ପ୍ରବଚନ ଭଜନ ସମାହର ଦିନ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ସୁନ୍ଦ୍ୟା ଆଳତିଦର୍ଶନ କରିପ୍ରସାଦ ସେବନ କରିଥିଲେ। ୪ର୍ଥ ଦିବସରେ ମହାଭୁଙ୍କୁ ପୁସ୍ପ ଦ୍ଵାରା ସାଜ ସଜା ଗାଡିରେ ବା ଜା ରୁଷଣୀ ପ୍ରଭୁଙ୍କର ନାମ କିର୍ତ୍ତନ ହରିବୋଲ ହୁଳହୁଳିର ଗାଁ ଦାଣ୍ଡ କମ୍ପି ଉଠିଥିଲା ଗ୍ରାମର ସମସ୍ତ ଭକ୍ତମାନଙ୍କ ଘର ଘର ଯାଇଥିଲେ ଭକ୍ତମାନଙ୍କୁ ଦର୍ଶନ ଦେଇ ଥିଲେ ନିତି ନିୟମ ଅନୁସାରେ ମନ୍ଦିରକୁ ପ୍ରବେଶ କରିଥିଲେ
