ଖାଉଟି ଅଦାଲତରେ ୟୁନାଇଟେଡ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଓ ବୀମା ବିକ୍ରେତା କମ୍ପାନୀ ଦଣ୍ଡିତ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କଂପାନୀ ଭାରତ
ସରକାରଙ୍କ ଏକ ଉପକ୍ରମ ଅଟେ। ଏହା ସରକାରଙ୍କ ଅଧୀନରେ ହୋଇଥିବା ଓ ସରକାର ଦ୍ଵାରା କର୍ମଚାରୀ ମାନେ ଦରମା ପାଉଥିବାରୁ, ଗ୍ରାହକ ସେବା ପ୍ରତି ମନମୁଖୀ କୌଣସି ନୂଆକଥା ନୁହେଁ। ଅନେକ ସମୟରେ ଇନ୍ସୁରେନ୍ସ କ୍ଲେମ ସେଟେଲମେଣ୍ଟ ହେଉ କିମ୍ବା ଗ୍ରାହକକୁ ଉଚିତ୍ ସମୟରେ ପୋଲସୀ ଇସ୍ୟୁ କରିବା ହେଉ, ୟୁନାଇଟେଡ଼ ଇଣ୍ଡିଆ ବହୁତ୍ ପଛରେ ।
ଏହିପରି ଅନ୍ୟ ଏକ ଘଟଣା ଏବେ ନଜରକୁ ଆସିଛି। ଏକ ଘଟଣା କ୍ରମରେ Shashank Shekhar Negi, ତାଙ୍କର ଗାଡ଼ି ନମ୍ବର OD08M 0454ର ଇନ୍ସୁରନ୍ସ, ଗିରନାର ଇଁସୁରନ୍ସ ବ୍ରୋକର ପ୍ରାଇଭେଟ୍ ଲିମିଟେଡ (insurance ଦେଖୋ) ଜରିଆରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କଂପାନୀ ଠାରୁ କିଣି ଥିଲେ। ସୂଚନା ଥାଉ, online Plateform ଗିରନାର ଇଁସୁରନ୍ସ ବ୍ରୋକର ପ୍ରାଇଭେଟ୍ ଲିମିଟେଡ, ନିଜର ଇଁଶୁରନ୍ସ ବ୍ୟବସାୟ ଇଁସୁରାନ୍ସ ଦେଖୋ ଅନଲାଇନ ପ୍ଲଟଫର୍ମ ଜରିଆରେ କରିଥାଏ।
Girnar Insurance ବ୍ରୋକର ଗତ 20/09/2025 ରେ କ୍ୱୌଟେସନ ₹843 ଦେଇଥିଲା କିନ୍ତୁ ପୈଠ କଳା ସମୟରେ, ପୂର୍ବ ସୂଚନା ବିନା, ପ୍ରିମିୟମ ଠାରୁ ₹5.90 ଅଧିକ, ମୋଟ 848.90 ଟଙ୍କା କାଟି ନେଇଥିଲା। ଗିରନାର ଇନ୍ସୁରନ୍ସେ କଂପାନୀ କୋଟେସନ ଠାରୁ ଅଧିକ ଟଙ୍କା ନେଇଥିଲା, ଅଧିକ ର 5.90 ର ରସିଦ ମଧ୍ୟ ଦେଇ ନ ଥିଲା । ପୁଣି, ୟୁନାଇଟେଡ଼ ଇଣ୍ଡିଆ ଠାରୁ ବ୍ରୋକର ହିସାବରେ ମୋଟା ଅଙ୍କର କମିଶନ ପାଇଥିଲେ ହେ ଗ୍ରାହକ ଠାରୁ ଅଧିକ ଟଙ୍କା ପୂର୍ବରୁ ନ ଜଣାଇ ନାଇ ଥିଲା । Girnar Insurance ବ୍ରୋକର କେବଳ ନିଜ ଲାଭ ଦେଖି ସବୁ ଆଡୁ ଏପରି ଭାବ ରେ ଗ୍ରାହକ କୁ ଠକାମି କରୁଥିବା ନୂଆ କଥା ନୁହଁ। ଏହି ଘଟଣାରେ ଦେୟୁନାଇଟେଡ଼ ଇଣ୍ଡିଆ କେବଳ 843 ଟଙ୍କା ହି ପାଇଥିବା କହୁ ଥିବା ବେଳେ, ଗିରନାର ଉତ୍ତରହିନ ହୋଇ ଯାଇ ଥିଲା । ଅନଲାଇନ କମ୍ପାନୀର ଏପରି କାମ ଜଗୁ ଲୋକେ ଅନଲାଇନରେ ଇଁସୁରନ୍ସେ କିଣିବା ଆୟୁ ଉଚିତ୍ ମନେ କରୁ ନାହାନ୍ତି । ଓକିଲ ଅମିତ ଜୈନ, ଅଭିଯୋଗ କାରିଙ୍କ ଶ୍ରୀ 4ଶଶାଙ୍କ ଶେଖର ନେଗୀ ତରଫରୁ ମାମଲା ପରିଚାଳନା କରୁଥିଲେ ।
