୮0 ତମ ସ୍ୱାଧୀନତା ଦିବସ ରେ କୋଟଗଡ ବ୍ଲକ ଅଧକ୍ଷ୍ୟା ଫିଙ୍ଗିଲେ ପଡିୟମ।
କନ୍ଧମାଳ:(ନି, ପ୍ର ) ସ୍ୱାଧୀନତା ଦିବସରେ କୋଟଗଡ ବ୍ଲକ ଅଧକ୍ଷ୍ୟା ଫିଙ୍ଗିଲେ ପୋଡିୟମ। ସୂଚନା ଅନୁଯାଇ ପତାକା ଉତ୍ତାଳନ କୁ ନେଇ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି କହଁର ମଞ୍ଚ ଉପରେ ବି ଡି ଓ ଙ୍କୁ ଗାଳିଗୁଲଜ କରି ତୁମୁଳ କାଣ୍ଡ ସୃଷ୍ଟି କରିଥିଲେ ତାସହିତ ମଞ୍ଚ ଉପରେ ଥିବା ପୋଡିୟମ କୁ ଫିଙ୍ଗି ଦେଇଥିଲେ।ଏହି କାର୍ଯ୍ୟକ୍ରମ ୩0 ରୁ ଅଧିକ ସମୟ ପ୍ରଯ୍ୟନ୍ତ ସ୍ଥଗିତ ଥିଲା। ଏହି ଘଟଣା କୁ ନେଇ କୋଟଗଡ ବୁଦ୍ଧିଯିବି ମହଲରେ ଜୋର ଚର୍ଚ୍ଚା ସହିତ ନିନ୍ଦା କରିଛନ୍ତି।
