
କଳାହାଣ୍ଡି……..ଏହି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ସୁନାମାଳ ଠାରେ ଆଜି ସକାଳୁ ଏକ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିବା ବେଳେ ମୃତକ ଜଣକ ସୁନା ମାଳ ଭାଲୁ ପଡା ର ବୈଜନ୍ତି ମୁଣ୍ଡା ବୋଲି ଜଣା ପଡ଼ି ଥିଲା |ଦୀର୍ଘ 7ଘଣ୍ଟା ପର୍ଯନ୍ତ ମୃତ ଦେହ ଗଛ ରେ ଝୁଲନ୍ତା ଅବସ୍ଥା ରେ ରହିଥିଲା |ମୃତକ ଙ୍କ ପରିବାର ପକ୍ଷରୁ କୋକସରା ଥାନା ରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଏକଜୁଟିଭ୍ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ମୃତଦେହ ର ତଦନ୍ତ କରି ମୃତ ଦେହ ପୋଲିସ ଜବତ କରି ବ୍ୟବଚ୍ଛେଦକରିବା ପାଇଁ ଡାକ୍ତର ଖାନା କୁ ପଠାଇଛନ୍ତି
କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞ୍ଜଦୁତ ଖବର