ଭିଜିଲାନ୍ସ ଜାଲରେ ପଞ୍ଚାୟତ ଏଡିଇଓ ତା.୦୫/୦୫.(ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ
ଆଟିଗାଁ ପଞ୍ଚାୟତ ଏଡିଇଓ ଦେବେନ୍ଦ୍ର ସାହୁ ୬ ହଜାର ଟଙ୍କା
ଲାଞ୍ଚ ନେବା ସମୟରେ ଭିଜିଲାନ୍ସ
ପଞୀରେ। ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା ପାଇଁ ଆଟିଗାଁର ଶ୍ରୀବତ୍ସ ଭୋଇଙ୍କ ଠାରୁ
୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ଳକ ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା ବର୍ତ୍ତମାନ ବ୍ଳକ କାର୍ଯ୍ୟଳୟରେ ତଦନ୍ତ ଆରାମ୍ଭ
କରିଛନ୍ତି ଭିଜିଲାନ୍ସ ବିଭାଗ।
