ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ, ଆଜି ତା ୦୫-୦୫-୨୦୨୬
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ଘୋଳ ଦହି ବଣ୍ଟନ ଏବଂ ଜଳ ଛତ୍ର ର ଆୟୋଜନ କରାଯାଇଥିଲା, ଏହି ମହତ୍ ଉଦ୍ଦେଶ୍ୟ କାର୍ଯ୍ୟରେ ସଂଘ୍ ସଭାପତି, ଶ୍ରୀ ବିଜୟ କୁମାର ହୋତା, ସାଧାରଣ ସମ୍ପାଦକ, ଶ୍ରୀ ଗିରିଜା ଶଙ୍କର ବାବୁ, ଉପସଭାପତି, ଶ୍ରୀ ମଳୟ କୁମାର ମୁଣ୍ଡ , ଉପସଭାପତି ଶ୍ରୀମତୀ ସବିତା ଦାଶ, ଯୁଗ୍ମ ସମ୍ପାଦକ ସୁଶ୍ରୀ ସବିତା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ, ଶରତ କୁମାର ନାଏକ, ଉପଦେଷ୍ଠା, ଶ୍ରୀ ଆପା ରାଓ ଏବଂ ଅନ୍ୟାନ୍ୟ ସଭ୍ୟା ଓ ସଭ୍ୟ ଉପସ୍ଥିତ ରହି ଆୟୋଜନ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
