ଗତ କାଲି ଠୁ ବାଲେଶ୍ୱର ଜିଲ୍ଲା ର ବସ୍ତା ବ୍ଲକ ର ନାଟକଟା ପଂଚାୟତ ର ଚାରି ଗାଁ ଗ୍ରାମ ରେ ଶିବ ଶମ୍ଭୁ ଲିଙ୍ଗ ସ୍ଥାପନ ପାଇଁ ଗ୍ରାମ ଵାସି ରାଜଘାଟ ଠୁ 200 ରୁ ଉର୍ଧ ପୁରୁଷ ଓ ମହିଳା ଘଟ ଧାରଣ କରି, ଗ୍ରାମର ନବୀନ ସ୍ୱାଇଁ ଙ୍କର ସହ ତାଙ୍କ ସ୍ତ୍ରୀ ସହ ଗ୍ରାମ ର ନାନିଗୋପାଳ ଦାସ, କୃଷ୍ଣ ଗିରି, ଓ ବଳରାମ ସେନାପତି ନିଘାଡ଼ ଊପବାସ ରେ ବର୍ତ କରିଥିଲେ! ଦୁଇଦିବ ଧରି ଯଜ୍ଞ ହେବା ସହ ଆଜି ଏକ ହଜାର ଠୁ ଅଧିକ ଲୋକ ଙ୍କର ପ୍ରସାଦ ବ୍ୟବସ୍ଥା କରିଥିଲେ ଗ୍ରାମ ବାସି!ପ୍ରଭୁ ଶିବ ଶମ୍ଭୁ ଗ୍ରାମ ବାସୀ ଙ୍କର ମଙ୍ଗଳ ପାଇଁ କାମନା କରି ଥିଲେ! ନନା
