ତାଳଚେର(କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
ଅଙ୍କିତା ସାହୁ ତାଳଚେର ବ୍ଲକରେ ମାଟ୍ରିକ ବୋର୍ଡ ପରୀକ୍ଷାରେ ଟପର
ସ୍ଥାନ କଣ୍ଡାଳ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଡାଳ ଗ୍ରାମ ପଞ୍ଚୟତର କଣ୍ଡାଳ ଗ୍ରାମର କୁମାରୀ ଅଙ୍କିତା ସାହୁ ମୋଟ ୬୦୦ନମ୍ୱର ରୁ ୫୪୫ନମ୍ୱର ରଖି A1ଉତ୍ତୀର୍ଣ୍ଣ ହୋଇଛନ୍ତି ।
