କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଓଡିଶାର ଚେୟାରମ୍ୟାନ୍ ଓ ଅଧ୍ୟକ୍ଷ ଭୁବନେଶ୍ୱରରେ ଚୟନିତ ହେଲେ।
(ରମେଶ ଅଗ୍ରୱାଲ.:ନିପ୍ର) “ଶ୍ରୀ ଗୋବିନ୍ଦ ଅଗ୍ରୱାଲ ଜୀଙ୍କୁ ପୁନଃ ସତ୍ର 2026–28 ପାଇଁ CAIT ଓଡିଶାର ଚେୟାରମ୍ୟାନ ଭାବେ ଚୟନିତ ହେବାରୁ ହୃଦୟଙ୍ଗମ ଅଭିନନ୍ଦନ ଓ ଶୁଭେଚ୍ଛା।💐
ସେହିପରି ଶ୍ରୀ ଜିତେନ୍ଦ୍ର ଗୁପ୍ତା ଜୀଙ୍କୁ ମଧ୍ୟ ପୁନଃ CAIT ଓଡିଶାର ଅଧ୍ୟକ୍ଷ ପଦରେ ଚୟନିତ ହେବାରୁ ହୃଦୟଙ୍ଗମ ଶୁଭେଚ୍ଛା।💐
ଆପଣମାନଙ୍କର ନେତୃତ୍ୱରେ ସଂଗଠନ ନୂତନ ଉଚ୍ଚତାକୁ ସ୍ପର୍ଶ କରୁ, ଏହି ଆମର ଆଶା ଓ କାମନା।
