କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ହଲଘର କଂ ଅବସର ଗ୍ରହଣ
(ରମେଶ ଅଗ୍ରୱାଲ.:ନିପ୍ର)
କଲହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ସୂଚନା ଯୋଗାଯୋଗ, ଶ୍ରୀ ନିଆଳ ୧୯୯୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୨୫ ବର୍ଷ ଧରି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅବସ୍ଥିତ ରହି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ପରେ ପଦୋନ୍ନତି ପାଇ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ। ଗତ ୧ ସେପ୍ଟେମ୍ବର ୨୦୨୪ ରେ କଲହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଆଳ କଲହାଣ୍ଡି ଜିଲ୍ଲାରେ ଯୋଗଦେଇଥିଲେ। ଜିଲ୍ଲାର ସମାଜିକ ପ୍ରତିନିଧିଙ୍କ ସହ ସେ ଭଲ ସମ୍ପର୍କ ରଖିବା ସହ ସରକାରୀ ଭାବରେ ନିଜର ଦାୟିତ୍ୱ ସଫଳତାର ସହ କରୁଥିଲେ।
