(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Slug – ବୃଦ୍ଧ ମହିଳା ଙ୍କ ନିଖୋଜ ଘଟଣା ବିତି ଗଲାଣି ପାଖାପାଖି ଏକ ମାସ ସୋସିଆଲ ଡ୍ରମ ଟିମ ର ଘଟଣା ସ୍ଥଳ ପରିଦର୍ଶନ |
Ancher – କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟି ଗୁଡା ଧୋବେନ ପଡା ବୃଦ୍ଧ ନିଖୋଜ ଘଟଣା ଆଜକୁ ବିତି ଗଲାଣି ପାଖାପାଖି ଏକ କୌଣସି ସନ୍ଧାନ ନ ମିଳିବା ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି |ପୋଲିସ ର ତଦନ୍ତ ଜାରୀ ରହିଥିବା ବେଳେ ଆଜି ସାଇବର ସେଲର ଏକ ଟିମ ଆସି ଡ୍ରମ୍ ଡାଟା ସଂଗ୍ରହ କରି ଛନ୍ତି! ଘଟଣା ସ୍ଥଳ ରେ ପୋଲିସ ଓ ସାଇବର ଟିମ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ଘଟଣା ର ତଦନ୍ତ ଜାରୀ ରହିବ ବୋଲି କହିଛନ୍ତି |ଅନ୍ୟ ପଟେ ପରିବାର ଲୋକେ ନ୍ୟାୟ ପାଇଁ ଆମପାଣି ଥାନା ରେ ପହଁଚି ଦାବୀ ନ୍ୟାୟ ପ୍ରଦାନ ଦାବି କରିଛନ୍ତି | କଳାହାଣ୍ଡି ରୁ ଜିଲ୍ଲା କୋକସରା ବ୍ଲକ ଇଶ୍ଵର ଲଦୁଆ ଙ୍କ ରିପୋର୍ଟ, ସ୍ଵରାଜ ନିୟୁଜ୍, ଓଡିଶା
