*ନୂଆପଡ଼ା ଜିଲ୍ଲା ଗୁରୁକୂଳ ଆଶ୍ରମ ଆମସେନା ଠାରେ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ସାମୂହିକ ୧୧ ଯୋଡ଼ା ନବ ସମ୍ପତି ଙ୍କ ବିବାହ ଉତ୍ସବ ହର୍ଷ ଉଲ୍ଲାସ ରେ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୧.୦୪.
ନୂଆପଡ଼ା ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାହାଲ ରୂପାୟନ ହୋଇଥିବା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଜିଲ୍ଲା ଖରୀଆର ରୋଡ ଅଞ୍ଚଳରେ ଏହା ପୂର୍ବରୁ ୧୦୮ ଯୋଡ଼ା ନବ ଦମ୍ପତ୍ତି ବିବାହ ହୋଇ ନିଜ ଦାମ୍ପତ୍ୟ ଜୀବନ କୁ ଅତି ସରଳ ଏବଂ ସୁବିଧାରେ ନିର୍ବାହ କରିଥିବା ଜଣାପଡିଛି। ଆଜି ଜିଲ୍ଲାପାଳ ମଧୁସୂଦନ ଦାସ ଉଭୟ ଦମ୍ପତି ଯୋଗ ଦେଇ ନବ ବିବାହିତ ଯୋଡ଼ା ଙ୍କ ଉତ୍ସାହ ବର୍ଦ୍ଧିତ କରିଥିବା ବେଳେ ଆଶର୍ବାଦ ପ୍ରଦାନ କରିଛନ୍ତି। ସ୍ମଜିକ ସ୍ୱୀକୃତି ଏବଂ ସାମାଜିକ ସମ୍ମାନ ଓ ସ୍ୱାଭିମାନ ପାଇଁ ଜୀବନରେ ବିବାହ ଏକ ରୀତି ନୀତି ପରମ୍ପରା ଅଟେ। ଦୀର୍ଘ ବର୍ଷ ରୁ ପୂର୍ବତ୍ତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଏହି ପ୍ରଥା ଆରମ୍ଭ କରି ନବ ସମ୍ପତି ଙ୍କ ଉପହାର ସ୍ୱରୂପ ଅନେକ ଘର କରଣୀ ସାମଗ୍ରୀ ପ୍ରଦାନ କରିଥିଲେ। ପାରମ୍ପରିକ ହିନ୍ଦୁ ରୀତି ନୀତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଅଛି ଏହି ଉତ୍ସବ ରେ ସମସ୍ତ ଅଧିକାରୀ, ପୁରୁଷ ମହିଳା ମାନେ ଯୋଗ ଦେଇ ଚିତ୍ତାକର୍ଷକ କରିଥିଲେ। ମୁଖ୍ୟମନ୍ତ୍ରୀ ପକ୍ଷ ରୁ ପ୍ରତ୍ୟେକ ନବଦମ୍ପତିଙ୍କୁ ୪୫ ହଜାର ଟଙ୍କା ଲେଖାଏଁ ତାଙ୍କ ବ୍ୟାଙ୍କ ରେ ଜମାହେବ। ଅତିଥି ସାମିଲ ଥିଲେ। ୟାର ଆୟୋଜନ କରିଥିଲେ
