କନଫେଡେରେସନ ଅଫ୍ ଆଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ବୃଜମୋହନ ଭଇୟାଙ୍କୁ ଜାତୀୟ ଅଧ୍ୟକ୍ଷ, ଶୁକ୍ଲା ଭଇୟାଙ୍କୁ ଜାତୀୟ ଉପାଧ୍ୟକ୍ଷ ଏବଂ ସୁଧାକର ଭଇୟା ଓ ହୀରାଲାଲ ଭଇୟାଙ୍କୁ ଜାତୀୟ ସଚିବ ପଦରେ ନିଯୁକ୍ତ ହେବା ପାଇଁ ଅଭିନନ୍ଦନ ଓ ଢେର ସୁଭେଚ୍ଛା! 🌹
ଏହା ଆମ ସମସ୍ତଙ୍କ ପାଇଁ ବହୁତ ଗର୍ବର ମୁହୂର୍ତ୍ତ। ଆପଣମାନଙ୍କର କୁଶଳ ନେତୃତ୍ୱ ଓ ମାର୍ଗଦର୍ଶନରେ ସଂଗଠନ ନିଶ୍ଚୟ ନୂଆ ଉଚ୍ଚତାକୁ ସ୍ପର୍ଶ କରିବ ବୋଲି ପୂର୍ଣ୍ଣ ଆଶା ଅଛି।(ରମେଶ ଅଗ୍ରୱାଲ.:ନିପ୍ର)
