ଜିଲ୍ଲା ବୋର୍ଡ ବୈଠକ ଓ ସ୍ବାଗତ ସମାରୋହ
କଲାହାଣ୍ଡି: ଲାଞ୍ଜିଗଡ:(କିଶନ ଶର୍ମା)-୧୯/୪/୨୦୨୬ ରବିବାର ଦିନ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ବ୍ଳକ ବୈଠକ ବିଶ୍ବନାଥ ପୁର ମଧୁପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଡିଲେଶ୍ବର ସାହୁ,ସମ୍ପାଦକ ଶ୍ରୀ ଯୁକ୍ତ ନରେଶ ସାହୁ,ସହ ସମ୍ପାଦକ ,ନୋଉସେନା ସାହୁ,ସଦର (୧) ସଭାପତି ଶ୍ରୀ ଯୁକ୍ତ ଶ୍ରୀ ତ୍ରୀମୋହନ ସାହୁ ଲାଞ୍ଜିଗଡ଼ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଦୁର୍ଯ୍ୟୋଧନ ସାହୁ, ସମ୍ପାଦକ ଖିରସିଦ୍ଧୁ ସାହୁ, ଗୋଲାମୁଣ୍ଡା ବ୍ଲକ ସମ୍ପାଦକ ଶ୍ରୀ ଯୁକ୍ତ ତ୍ରୀଲୋଚନ ସାହୁ, ନଲ୍ରା ବ୍ଲକ ସଭାପତି ରୁଦ୍ରାକ୍ଷ ସାହୁ, ଜିଲ୍ଲା ପୁରସେଟ ଶ୍ରୀ ଯୁକ୍ତ କମଳ ଲୋଚନ ସାହୁ, ରାଧାମୋହନ ସାହୁ ଜିଲ୍ଲା ସଭ୍ୟ,ସମ୍ବୁପ୍ରସାଦ ସାହୁ ଲାଞ୍ଜିଗଡ଼ ଉପ ସଭାପତି, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ଟିକଚନ ସାହୁ, ଶ୍ରୀ ଯୁକ୍ତ ରାମ ପ୍ରସାଦ ସାହୁ ସଭାପତି ଗୋଲାମୁଣ୍ଡା, ଜିଲ୍ଲା ସଭ୍ୟ ଶ୍ରୀ ଯୁକ୍ତ ପରମାନନ୍ଦ ସାହୁ,ଓ ମଧୁପୁର ଗ୍ରାମର ସମସ୍ତ ତୈଲିକ ସମାଜର ଗ୍ରାମ ବାସି ବୃଦ୍ଦ।
