
*
ନୂଆପଡ଼ା….. ସିନାପାଲି ଥାନା ଗୋଡାଲ ସ୍ଥିତ ଅନୁସୂଚିତ ଜନଜାତି ଛାତ୍ରାବାସରେ ଏଭଳି ଅଭାବନୀୟ ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି
*ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ଛାତ୍ରାବାସରେ ଲାଳଧରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଏହା ଦେଖି ଛାତ୍ରାବାସର କର୍ମଚାରୀ ତୁରନ୍ତ ତାଙ୍କୁ ସିନାପାଲି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା
ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅନ୍ୟପଟେ ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଛାତ୍ରାବାସରେ ଏକ ଟିମ୍ ପହଞ୍ଚି ଚଦନ୍ତ ଚାଲିଛି