ଅଖଣ୍ଡ ଚବିଶ ପ୍ରହର ନାମ ଯଂଜ୍ଞ
ଅନୁଷ୍ଠିତ
କୋଇଡା (ସଞ୍ଜୟ ବେହେରା)ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ, କାଲଟା ପଂଚାୟତ
କମଣ୍ଡ ଗ୍ରାମରେ ଚବିଶ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି!
କମଣ୍ଡ ପାଣିମୁଣ୍ଡ ଘାଟରୁ ଘଟ ଉତ୍ତଳନ ପରେ କୀର୍ତନ ଶୁଭାରମ୍ଭ ହୋଇଥିଲା!
ଭରତ ଚନ୍ଦ୍ର ନାଏକ, ଜଗେଶ୍ୱର ନାଏକ, ହୂରଷିକେଶ ଦେହୁରୀ, ଗୋକୁଳ ନାଏକ, କେଂଗାଲୁ ଘଣା, ଜଗେନ ନାଏକ, ଗୋପବନ୍ଧୁ ବେହେରା,ମିଟୁ ନାଏକ, ହରିମନ ବାରିକ, କୁଳମଣି ଆପଟ, ତନମଣି ନାଏକ, ବିଦ ଆପଟ, ଶୈଳ ଆପଟ, ସଙ୍ଖାଳି ବାରିକ ପ୍ରମୁଖ ବ୍ରତଧାରୀମାନେ
ଏହି ଅଖଣ୍ଡ ଚବିଶ ପ୍ରହରୀ ନାମ ଯଜ୍ଞରେ କଳଶ ବୁଡାଇଥିଲେ !
ବିଶ୍ଵାଶାନ୍ତି ତଥା ଜଗତର ମଙ୍ଗଳ କାମନା କରି ମହା ସମରହୋରେ
ଅଖଣ୍ଡ ଚବିଶ ପ୍ରହରୀ ନାମ ଯଜ୍ଞ ସମ୍ଭନ ହୋଇଯାଇଛି
ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ଓ ଗ୍ରାମ ବାସିଙ୍କ ମିଳିତ ସହଜଗରେ ଆୟୋଜିତ ଏହି ଉତ୍ସବରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା ଏପ୍ରିଲ 10 ତାରିଖ ଶୁକ୍ରବାର ଠାରୁ ଶୁଭ ଅଧିବାସୀ ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ପରେ ମନ୍ତ୍ର ଧ୍ୱନି ଓ ହରିବଲୋ ହୁଳହୁଳି ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା
କମଣ୍ଡ କୀର୍ତନ ମଣ୍ଡଳୀ ଯଜ୍ଞର ଶୁଭାରମ୍ଭ କରିଥିଲେ ଏବଂ ନରନ ଖୁଣ୍ଟା,କନ୍ଧଳିଆ, ବେଲ୍ଡା,ସିଲପଡା, ପାଟନା,ଏହି ଦଳ ସବୁ ଅଂଶଗ୍ରହଣ କରିଥିଲେ
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
