3rd day Silai learning training program by
LIONS CLUB, TITILAGARH.
(ରମେଶ ଅଗ୍ରୱାଲ.:ନିପ୍ର)
ଲାୟନ୍ସ କ୍ଲବ ଦ୍ଵାରା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ Lion Den ରେ ସିଲେଇ କାମ ସିଖା ଯାଉଛି
ଯଦ୍ୱାରା ସେ ମାନେ ସ୍ଵ ରୋଜଗାର ଯୋଜନା ରେ ସାମିଲ ହୋଇ ନିଜକୁ ରୋଜଗାର କ୍ଷମ କରି ପାରିବେ. ଏହି ଯୋଜନା ରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ୩୦ ଜଣ ଯୁବତୀ ଓ ମହିଳା ମାନେ ପ୍ରଶିକ୍ଷଣ ନେଉଛନ୍ତି.
ସଭାପତି ସଞ୍ଜୟ ସୋନି ଙ୍କ ନେତୃତ୍ୱ ତଥା ଅନ୍ୟ ଲାୟନ୍ ଓ ଲିଓ ସଦସ୍ୟ ମାନଙ୍କ ସହଯୋଗ ରେ ଉକ୍ତ ପ୍ରଶିକ୍ଷଣ ଶୁରୁଖୁରୁ ରେ ଚାଲିଛି.
