ବଜ୍ରାଘାତରେ ଗାଈ ର ମୃତ୍ୟୁ
କାମାକ୍ଷାନଗତ, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବରୁଆଁ ପଞ୍ଚାୟତ ର କୋଟପାଲି ଗ୍ରାମରେ ବଜ୍ରଘାତରେ ଗୋଟିଏ ଗାଈ ର ମୃତ୍ୟୁ ହୋଇଥିବା ବେଳେ ଗୋଟେ ନାଦଗଡା ଜଳି ପାଉଁଶ ହୋଇଛି l ଗ୍ରାମର ଭରତ ଭୋଇ ଙ୍କର ଗାଈ ମାରିଥିବା ବେଳେ ନାଦଗଦା ପୋଡି ଯାଇଛି l