ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ା ପଙ୍କ ଗ୍ରାମ ପଂଚାୟତ ନିକଟସ୍ତ ଗ୍ରାମର ଫାୟାର ଷ୍ଟେସନ ଖେଳ ପଡିଆରେ ମା ବାଉତୀ କ୍ରିକେଟ କ୍ଲବ୍ ତେନ୍ତୁଲିହତା ତରଫରୁ ପ୍ରଥମଥର ପାଇଁ ବାବା ସାହେବ ଆମ୍ବେଦକର କ୍ରିକେଟ ଟୁନାମେଣ୍ଟ ଶୁଭାରମ୍ଭରେ ଏଲ ଇଣ୍ଡିଆ ଏସ, ସି, ଏସ, ଟି ଓବିସୀ କର୍ଡିନେସନ୍ କାଉଁସିଲି ପରିବାର ତରଫରୁ ଲିଙ୍ଗରାଜ କ୍ଷେତ୍ରର ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ ମହୋଦୟ ,ଇଞ୍ଚର୍ଜ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ନାୟକ ମହୋଦୟ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ମହୋଦୟ, ଏବଂ କାର୍ଯ୍ୟକାରୀ ସଭାପତି ଜିଡି ଶୀଳରତ୍ନ ବୋଧି ମହୋଦୟ, ଏବଂ ବୁଢ଼ାପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ କାଳିଆ ଭାଇ ଉପସ୍ଥିତ ରହି କ୍ଲବର। ସମସ୍ତ ସଦସ୍ୟ ମାନଙ୍କୁ ସାଧୁ ବାଦ ଦେବା ସହିତ ଖେଳର ଶୁଭାରମ୍ଭ କରିଥିଲେ । ଜୟ ଭିମି, ଜୟ ସମ୍ବିଧାନ
ଜୟ ବହୁଜନ ଜୟ କାଉଁସିଲି
ଧୁନିରେ ପ୍ରକର୍ମ୍ପିତ ହୋଇ ଥିଲା । ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
