ଡ୍ରେନଜ ଡିପାର୍ଟମେଣ୍ଟ ର ମନ ମାନି ଯୋଗୁ ସାଧାରଣ ଲୋକ ହତାଶ,
ଯାଜପୁର /୦୫/୦୪/(ଭଞ୍ଜଦୂତ :ସରୋଜ କୁମାର ଧଳ:ନିପ୍ର )
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ଟେଣ୍ଟା ନଦୀ ଠାରୁ ବରୁଣେଶ୍ବଉ ଛେଳିଆ ପର୍ଯ୍ୟନ୍ତ ପାଣି ଫୁଲ ଥିବା ବେଳେ ଖୋଳା କାର୍ଯ୍ୟ ଜାରିରହିଥଲା, ଧର୍ମକୁ ଆଖି ଠାର ମାରିଲା ଭଳି କଉଠି ମେସିନୀ ବାଜିଛି ତ କେଉଁଠି ବାଜିନାହିଁ, କେହି ଜଣେ ଯଦି ପଚାରିବାକୁ ଯାଏ ଠିକା ଦାରାଙ୍କ ନାଲି ଆଖିରେ ସେ ଚୁପ ହୋଇଯାଏ,ହେଲେ ଡ୍ରେନେଜ ଡିପାର୍ଟମେଣ୍ଟ ର କନିଷ୍ଟ ଯନ୍ତ୍ରୀ ଙ୍କ ଯୋଗାଯୋଗ କରିବାକୁ ଚାହିଁଲେ ମଧ୍ୟ୍ୟ ତାଙ୍କର କୌଣସି ଯୋଗାଯୋଗ ହୋଇ ପାରେନାହିଁ, ହେଲେ ଦେଖନ୍ତୁ ଆଜ୍ଞା କେଉଁ ଭଳି କାମ ହୋଇଛି ଆମେ କହିବାକୁ ଚାହୁଁନୁ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ନଦୀ ଦୁଈପଟର ଦୃଶ୍ୟ , ଖୋଳା ତ ଯାହା ହେଲା ହେଲା, ଖରାଦିନ ଆସିଲା କାଲି ସକାଳେ ଯଦି ପାଣି ମୁନ୍ଦେ ପିଇବାକୁ, ମଣିଷ ହୁଅନ୍ତୁ ଅବା ଗୋରୁ, ଗାଈ, ଛେଳି ମେଣ୍ଢା କେହିବି ଭିତରକୁ ପଶିଲେ ତାହେଲେ ଗୋଡ଼ ଭାଙ୍ଗିବାଟା ସୁନିଶ୍ଚିତ ବୋଲି ଭାବନ୍ତୁ, ଏତେ ନିମ୍ନ ମାନର କାମ କରିବାକୁ, ଅନୁମତି ଦେଲା କିଏ, କାହା ବଳରେ ଏତେ ବଳିୟାନ,ଏହି ଭଳି କାମକୁ ନେଈ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ଯନ୍ତ୍ରୀ ହେଉନ୍ତୁ ଅବା କନିଷ୍ଟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଠିକାଦାର ମାଲେ ମାଲ, ଏହି ମଧୁଚନ୍ଦ୍ରିକାର କେବେ ହେଉଛି ଖୁଲାସା, ଆଗାମୀ ଦିନକୁ ଅପେକ୍ଷା,
