*ନୂଆପଡ଼ା ଜିଲ୍ଲା ରେ ପ୍ରଚଣ୍ଡ ରୌଦ୍ର ତାପ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଜଳଛତ୍ର ଉଦ୍ଘାଟନ, ସାଧାରଣ ନାଗରିକଙ୍କୁ ପାନୀୟ ଜଳ ସୁବ୍ୟବସ୍ଥା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୪.
ନୂଆପଡ଼ା ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ତାର ପ୍ରକୋପ ଆରମ୍ଭ ହୋଇଅଛି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଜଳଛତ୍ର ଉଦ୍ଘାଟନ କରି ସାଧାରଣ ନାଗରିକଙ୍କୁ ପାନୀୟ ଜଳ ସୁବ୍ୟବସ୍ଥା ପାଇ ସହର ବିଭିନ୍ନ ସ୍ଥାନ ରେ ଖୋଲାଯାଇଛି। ପ୍ରାକ୍ ଗ୍ରୀଷ୍ମ ଲହରୀ ଯୋଗୁଁ ଅନେକ ସତର୍କତା ଅବମ୍ବନ୍ କରିବାକୁ ଆହ୍ବାନ। ତାପମାତ୍ରା ରେ ବୃଦ୍ଧି ହେଉଥିବା ବେଳେ ପାନୀୟ ଜଳ ଗ୍ରହଣ କରିବାକୁ ସମସ୍ତ ନାଗରିକ ଙ୍କୁ ଅନୁରୋଧ। ବିଭିନ୍ନ ଜନ ଗହଳି ସ୍ଥାନ ରେ ଜଳଛତ୍ର ଉଦ୍ଘଟିତ୍ ହୋଇଅଛି।ୱାର୍ଡ ସଭ୍ୟ ସୁନିଲ କୁମାର ସାହୁ, ଚନ୍ଦନ ସାହୁ ଏବଂ ସମାଜ ସେବୀ ରିତେଶ ପଟ୍ଟନାୟକ, ହେମନ୍ତ ମନହରେ ପ୍ରମୁଖ ଯୋଗ ଦେଇଥିଲେ।
