
. ଗୋପାଳ ପୁର ପଞ୍ଚାୟତ ରେ ଜନଶୁଣାନି ଶିବିର ଅନୁଷ୍ଠିତ
. ଯାଜପୁର…. ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଗୋପାଳ ପୁର ପଞ୍ଚାୟତ ରେ ଗତ ମଙ୍ଗଳବାର ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାନି ଶିବିର ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯ୍ୟକ୍ରମ ରେ ବଡ଼ଚଣା ବିଡ଼ିଓ ରବିନ୍ଦ୍ର ପ୍ରଧାନ.ଜିପିଓ ମାନସ ଜେନା. ତହସିଲଦାର ମାନସ କୁମାର ତ୍ରିପାଠୀ ଓ ଗୋପାଳ ପୁର ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇଥିଲେ.ଏହି କାର୍ଯ୍ୟକ୍ରମ ରେ 66ଟି ଅଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ କେତେକ ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା.ଆଉ ଅବଶିଷ୍ଟ ଅଭିଯୋଗ ର ପୁଙ୍ଖାନୁ ପୁଙ୍ଖ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ତହସିଲଦାର ସୂଚନା ଦେଇଛନ୍ତି ଶେଷରେ ପଞ୍ଚାୟତ ଉର୍ଣ୍ଣୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ.