ସହରାଞ୍ଚଳ ଚିକିତ୍ସାଳୟ ନିମ୍ନମାନର ହୋଇଥିବା ଶୁଣି ନିରୀକ୍ଷଣ କଲେ ପାରଳା ବିଧାୟକ ।
ଗଜପତି(ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରି ସାହି ରେ ଥିବା ସହରାଞ୍ଚଳ ଚିକିତ୍ସାଳୟ ନୂତନ କୋଠାର ନିର୍ମାଣ ଅତି ନିମ୍ନମାନ ର ହେଉଥିବା ଶୁଣି ଆଜି ବିଧାୟକ ରୁପେସ ପାଣିଗ୍ରାହୀ ଗ୍ରସ୍ତ କରି କିଭଳି ନିର୍ମାଣ ହେଉଛି ତାହା ନିରୀକ୍ଷଣ କରିଥିଲେ , କୋଠା ଠାରୁ ମୁଖ୍ୟ ଫଳକ ର ଆକାର ବଡ ହୋଇଥିବାରୁ ବିଧାୟକ କ୍ଷବ ପ୍ରକାଶ କରିଥିଲେ ଓ ସଙ୍ଗେ ସଙ୍ଗେ ପୂର୍ତ୍ତ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଙ୍କୁ ଫନ୍ ମାଧ୍ୟମରେ ସୂଚାଇ ଥିଲେ । ଅତି ଶୀଘ୍ର ଏହାର ତଦାରକ୍ କରି ଉଚିତ୍ ପଦେକ୍ଷପ ନେବାକୁ କହିଥିଲେ ଏହି ଗ୍ରସ୍ତ ସମୟ ରେ ସ୍ଥାନୀୟ କାଉଁସଲର, ଉପସ୍ଥିତ ଥିଲେ
