Koraput 07/03
ନବଦୋୟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ତିନି ଜଣ ଛାତ୍ର ନଦୀର ରେ ବୁଡି ସଲିଳ ସମାଧି l
ଆଜି ଏକ ଘଟଣା କ୍ରମେ କୋରାପୁଟ ଲଣ୍ଡିlଗୁଡା lସ୍ଥିତ ନବଦୟ ବିଦ୍ୟାଳୟ ଦଶମ ଶ୍ରେଣୀ ର ତିନିଜଣ ଛାତ୍ର ଯଥା କ୍ରମେ ସ୍ୱତୀକ ହlଲୱା ଲିଙ୍ଗରାଜ ଖିଲ ଓ଼ମ ପ୍ରକାଶ ପରୀକ୍ଷା ସରିଲା ପରେ ନିକଟସ୍ଥ କୋଲାବ ନଦୀ କୁ ଗାଧୋଇବାକୁ ଯାଇ ନଦୀ ରେ ବୁଡି ଯାଇଥିଲେ l ଖବର ପାଉ ଗାଁ ଲୋକ ତିନି ଜଣ ଛାତ୍ର ଙ୍କୁ ନଦୀ ରୁ ମୁମୂଷ ଅବସ୍ଥାରେ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏ ଘଟଣା ସହର ରେ ଚlଞ୍ଚଲ୍ୟ ଖେଳେଇ ଦେଇଥିବା ବେଳେ ସ୍ଥାନୀୟ ପୋଲିସ ଶବ ଗୁଡିକୁ ପଞ୍ଚାମା ପାଇଁ ପୋଷ୍ଟମାଷ୍ଟମ ଗୃହ ରେ ରଖିଛି l ସୂଚନା ଯୋଗ୍ୟ ଗତ ଆଠ ବର୍ଷ ତଳେ ସମପରିମାଣ ରେ ଘଟଣା ଘଟି ଦୁଇ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
