ଭାଗ ,ବାଣ୍ଟ ଛିଡୁ ନାହି କେତେ ସମୟ ଆଉ କଥାହେବା
ରିପୋର୍ଟ _ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ପାଣିକୋଇଲି ଛାରିଛକ ଛାଡ଼ି ଭାଗ ବଣ୍ଟା କୁ ନେଇ ଦୁଇ ହୋମ ଗାଡ ଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ଆମେ ଏହି ଭିଡିଓ ମାଧ୍ୟମରେ ଦେଖାଉଛୁ। ହଁ ଆଜ୍ଞା ଆମେ କହୁଛୁ ସେହି ଦୁଇ ଜଣ ହୋମଗାଡ ଙ୍କ କଥା ଦେଖୁ ନାହାଁନ୍ତି କାହାକୁ ଖାତିରି ନାହଁ ଚାରି ଛକରେ ଡିୟୁଟି କରିଵା ପରିବର୍ତ୍ତେ ଦୁଇ ଜଣ ଯାକ ଭାଗ ବଣ୍ଟା ରେ ବ୍ୟସ୍ତ ଏମାନେ ଖାକି ପୋଷାକ ପିନ୍ଧି ଲୋକଙ୍କୁ ଭୁଆଁ ବୁଲାଉ ଛନ୍ତି। ଉଚ୍ଚ ପଦସ୍ଥ ଅଧିକାରୀ ସେବାଟେ ଗଲେ ପାନ ଦୋକାନ ପାଖରୁ ଦୈାଡି ଆସି ପୁଣୀ ପାନ ଦୋକାନ ପାଖକୁ
ଯାଉଛନ୍ତି।ଏକଣ ତାଂକ ଡିୟୁଟି।ଦେଖା ଯାଉ ଖବର ପ୍ରସାରଣ ପରେ ଏମାନେ କି ଡିୟୁଟି କରୁଛନ୍ତି।ବାକି ରହିଲା ଦେଖିବାକୁ।
