ଦୋଳ ଉତ୍ସବ ରେ ଦୁଲୁକୁଛି ସିଂହପୁର |
ବିଞ୍ଝାରପୁର ତହସିଲ ଅନ୍ତର୍ଗତ,ସିଂହପୁର ଗ୍ରାମରେ ଚଳିତ ବର୍ଷ ଦୋଳ ଉତ୍ସବ ବହୁ ଆଡମ୍ବର ସହିତ ପାଳନ ହେଉଛି, ସିଂହପୁର ର ଶ୍ରୀ ଶ୍ରୀ ରାଧା ମୋହନ ଜୀଉ,ଠାକୁର ଗ୍ରାମର ଘରେ ଘରେ ରୋଷଣୀ, କୀର୍ତ୍ତନ, ଷେଣ୍ଢନାଚ ସାଙ୍ଗକୁ ଅତି ମୋନରମ ଆଲୋକ ସଜ୍ଜାରେ ସଜ୍ଜିତ ହୋଇ ବାବା ରାଧା ମୋହନ ତାର ଭକ୍ତଙ୍କ ପଟୁଆରରେ ସାରା ରାତି,ଘରେ ଘରେ ପୂଜା ପାଉଛନ୍ତି | ରାଧା ମୋହନ ଙ୍କର ରାଜ ଦୋଳ ପୁର୍ଣିମା, ପାଞ୍ଚ ଦିନ ଆଗରୁ ଓ ପୁର୍ଣିମା ପାଞ୍ଚ ଦିନ ପରେ ଠାକୁରକ ଦୋଳ ଜାତ୍ରା,ଧୁମଧାମରେ ଚାଲିଛି, ସହ ସହ ଶ୍ରଦ୍ଧାଳୁ ହୋଲିଖେଳରେ, ଭାବବିନୋଦିଆ, କୀର୍ତ୍ତନ, ରେ, ସିଂହପୁର ଗ୍ରାମ,ଦାଣ୍ଡ ଦୁଲୁକୁଛି, ରାଧା ମୋହନ ପୂଜା କମିଟି, ଏହାକୁ ପରିଚାଳନା କରୁଛନ୍ତି | ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
