*ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ୧୪ ବର୍ଷ ବୟସ୍କ ବାଳିକାଙ୍କୁ ଜରାୟୁ ଗ୍ରିବା କର୍କଟ ପାଇଁ ମାତ୍ର ଏଚ ପି ବି ୧ ଟିକା ଯଥେଷ୍ଟ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ୧୪ ବର୍ଷ ବୟସ୍କ ବାଳିକାଙ୍କୁ ଜରାୟୁ ଗ୍ରିବା କର୍କଟ ପାଇଁ ମାତ୍ର ଏଚ ପି ବି ୧ ଟିକା ଯଥେଷ୍ଟ ଅଟେ। ତେଣୁ ସ୍କୁଲ ଛାତ୍ରୀ ମାନଙ୍କୁ ଏହି ଟିକା ଦାନ ବ୍ୟବସ୍ଥା ଶୁଭାରମ୍ଭ ହୋଇଅଛି। ଖଡିଆଳ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ.ରଂଜିତ କୁମାର ରାଉତ, ଡଃ. ମହେନ୍ଦ୍ର କୁମାର ମାଝୀ, ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ଆଶା, ଏ ଏନ୍ ଏମ, ଆୟୁଷ ଡ଼ାକ୍ତର ଆଦିତ୍ୟ ନାରାୟଣ ଯୋଶୀ, ସମେତ ସମସ୍ତ ଅଧିକାରୀ ସାମିଲ ହୋଇଥିଲେ। ନିଜ ନାମ କୁ ୟୁ ଉଇଁ ରେ ପଞ୍ଜିକରଣ କରି ବିନା ମୂଲ୍ୟରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଟିକା ଦାନ ବ୍ୟବସ୍ଥା ହୋଇଅଛି।
