*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ହୋଲିକା ଦହନ ଆସନ୍ତା ୨ ତାରିଖ ରାତ୍ର ୨ ଘଣ୍ଟା ୩୦ ମିନିଟ ରେ ଅନୁଷ୍ଠିତ ହେବା ସହ ଆସନ୍ତା ୪ ତାରିଖ ରେ ସାମୁହିକ ରଙ୍ଗର ପର୍ବ ହୋଲି ଉତ୍ସବ ଅନୁଷ୍ଠିତ ହେବ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ହୋଲିକା ଦହନ ଆସନ୍ତା କାଲି ୨ ତାରିଖ ରାତ୍ର ୨ ଘଣ୍ଟା ୩୦ ମିନିଟ ରେ ଅନୁଷ୍ଠିତ ହେବା ସହ ଆସନ୍ତା ୪ ତାରିଖ ରେ ସାମୁହିକ ରଙ୍ଗର ପର୍ବ ହୋଲି ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା ୩ ତାରିଖ ଦିନ ଗ୍ରହଣ ଥିବା କାରଣ ରୁ ହୋଲି ଉତ୍ସବ ପାଳନ ବନ୍ଦ କରି ଆସନ୍ତା ୪ ତାରିଖ ଦିନ ସାମୁହିକ ରଙ୍ଗ ପର୍ବ ହୋଲି ପାଳନ୍ ପାଇଁ ଖଡିଆଳ ରାମସ୍ଵମୀ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ପ୍ରକାଶ କରିଛନ୍ତି।
