*ନୂଆପଡ଼ା ବିଜେପି ରାଜ୍ୟ ସଭାପତି ଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ, ଦଳୀୟ କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ରେ ଯୋଗଦାନ, ନୂଆପଡ଼ା ଏନ୍ ଏ ସି ଅଧ୍ୟକ୍ଷ ଆଦମ ଖାଁ ଙ୍କ ବିଜେପି ରେ ଯୋଗଦାନ*।
ନୂଆପଡ଼ା(ମିଖାଏଲ ନନ୍ଦ)
ତା:୨୪.୦୨. ନୂଆପଡ଼ା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ବିଜେପି ଦଳୀୟ କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ରେ ଯୋଗଦାନ,l କରିଥିଲେ। ବିଜେପି ର ସେବା ସୁଶାସନ ଏବଂ ବିକଶିତ ନୂଆପଡ଼ା ରେ ଅନୁପ୍ରାଣିତ ହୋଇ ନୂଆପଡ଼ା ଏନ୍ ଏ ସି ଅଧ୍ୟକ୍ଷ ଆଦମ ଖାଁ ଙ୍କ ବିଜେପି ରେ ଯୋଗଦାନ କରିଛନ୍ତି। ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ମାଳବିକା ଦେବୀ ଏବଂ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ମଞ୍ଚ ପରିଚାଳନା କରିଥିଲେ। ଅନେକ କର୍ମୀ ବିଜେପି ରେ ଯୋଗଦାନ କରିଛନ୍ତି।
