*ନୂଆପଡ଼ା ଜିଲ୍ଲା ଖଡିଆଳ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କାର୍ଯ୍ୟାଳୟର ରେ ସରକାରୀ ଓକିଲ ରୂପେ ବରିଷ୍ଠ ଆଇନଜୀବି ସାରଦା ପ୍ରସାଦ ପଣ୍ଡା ମନୋନୀତ**
ନୂଆପଡା( ମିଖାଏଲ ନନ୍ଦ)
ତା:୨୧.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ କାର୍ଯ୍ୟାଳୟର ରେ ସରକାରୀ ଓକିଲ ରୂପେ ବରିଷ୍ଠ ଆଇନଜୀବି ସାରଦା ପ୍ରସାଦ ପଣ୍ଡା ମନୋନୀତ ହୋଇଛନ୍ତି। ବହୁ ଦିନରୁ ସରକାର ପକ୍ଷ ରୁ ବିଜ୍ଞପ୍ତି ଜାରି କରି ଜିଲ୍ଲା ର ସମସ୍ତ କୋର୍ଟର କାର୍ଯ୍ୟାଳୟ ରେ ସରକାରୀ ପକ୍ଷ ରଖିବା ସହ ଆବଶ୍ୟକ ସେବା ପରଦା କରିବା ପାଇଁ ନିଷ୍ପତ୍ତି ହୋଇଅଛି। ସରକାରୀ ଓକିଲ ମନୋନୀତ ପ୍ରକ୍ରିୟା ନୂଆପଡ଼ା ଜିଲ୍ଲା ପାଇଁ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଆଇନ ଗତ ସହାୟତା ଏବଂ ପରାମର୍ଶ ଦେବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ ରହିଛନ୍ତି। ସରକାର ଦେଇଥିବା ଦାୟିତ୍ବ କୁ ନିଶ୍ଚିତ ରୂପେ ସଂପାଦନ କରି ନିଷ୍ଠା ସହ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆହ୍ବାନ କରିଛନ୍ତି।
