*ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ତ କୋର୍ଟ ରେ ସରକାରୀ ଓକିଲ ଙ୍କୁ ମନୋନୀତ।*
ନୂଆପଡା( ମିଖାଏଲ ନନ୍ଦ)
ତା:୨୦.୦୨.
ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ତ କୋର୍ଟ ରେ ସରକାରୀ ଓକିଲ ଙ୍କୁ ମନୋନୀତ, ଜିଲ୍ଲା କୋର୍ଟ, ଖଡିଆଳ ଏଡିଜେ, ଶ୍ଵତ୍ତନ୍ତ୍ର ମାମଲା ସରକାରୀ ଓକିଲ, ସିନାପାଲି, ବୋଡ଼େନ ଏବଂ କୋମନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଏବଂ କୋମନା ଗ୍ରାମ ନ୍ୟାୟାଳୟ, ମନୋନୀତ ହୋଇଛନ୍ତି। ଜିଲ୍ଲା ଦୌରା କୋର୍ଟ ରେ ସରକାରୀ ଓକିଲ ଭାବରେ ବରିଷ୍ଠ ଆଇନଜିବୀ ମୂରଲୀଧର ପଣ୍ଡା, ସ୍ବତନ୍ତ୍ର ଏନ୍ ଡି ପି ଏ ଏସ ମାମଲା ଚନ୍ଦ୍ରଧ୍ଵଜ ସାହୁ, ସ୍ବତନ୍ତ୍ର ମାମଲା ଅନୁସୂଚିତ ଜାତି ଜନଜାତି ସରକାରୀ ଓକିଲ ଅଶ୍ଵିନୀ କୁମାର ବାଗ, ଜିଲ୍ଲା ଜର୍ଜ ଅତିରିକ୍ତ ସରକାରୀ ଓକିଲ ଅଶୋକ କୁମାର ପଣ୍ଡା, ଅତିରିକ୍ତ ପିପି କୁମୁଦ କୁମାର ହୋତା,ସ୍ବତନ୍ତ୍ର ଏନ୍ ଡି ପି ଏ ଏସ ମାମଲା ସୁଶାନ୍ତ କୁମାର ପତି, ସ୍ବତନ୍ତ୍ର ମାମଲା ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଓକିଲ ଗୌରୀ ଶଙ୍କର ସେନାପତି ଏସୋସିଏଟ ଆଇନଜୀବୀ ପ୍ୟାରେ ଲାଲ ଦେବାଙ୍ଗନ ଏବଂ ସହକାରୀ ପି ପି ଗୋପାଳ ସାମନ୍ତ ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ଖଡିଆଳ କୋର୍ଟ ପାଇଁ ନିମ୍ନଲିଖିତ ନାମ ମନୋନୀତ ହୋଇଛନ୍ତି। ସିଭିଲ ଜର୍ଜ ସିନିୟର୍ ଡିଭିଜନ କମଲେଶ ଦୀକ୍ଷିତ, ମହିଳା କୋର୍ଟ ରେ ସହକାରୀ ପିପୀ ରୂପେ ଅଶୋକ ଦେବାଙ୍ଗ, ସହକାରୀ ପିପି, ଅଜୟ କୁମାର ଶର୍ମା, ସହକାରୀ ପିପି, ଘନଶ୍ୟାମ ସାହୁ ସହକାରୀ ପିପି କାମେଶ୍ୱର୍ ପ୍ରଧାନ, ଘନଶ୍ୟାମ ପଟେଲ, ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ଖଡିଆଳ କୋର୍ଟ ପାଇଁ ସହକାରୀ ପୀପି ରୂପେ ଶାରଦା ପ୍ରସାଦ ପଣ୍ଡା, ସ୍ବତନ୍ତ୍ର ପି ପି ଦିନେଶ ତିୱାରୀ, ଏଜିପି ରୂପେ ସଞ୍ଜୟ କୁମାର ମାହାଉତି, ସହକାରି ପୀପୀ ଦ୍ଵିତି କୃଷ୍ଣ ବେହେରା, ଆଦିତ୍ୟ ମହାପାତ୍ର, ସିନାପାଲି କୋର୍ଟ ଗଣେଶ ମେହେର, ହରିଶ ଜୈନ୍, ବୋଡ଼େନ କୋର୍ଟ ବିଭୂତି ଭୂଷଣ ଷଡଙ୍ଗୀ, କୋମନା ଗ୍ରାମ ନ୍ୟାୟାଳୟ ସଂଜୟ କୁମାର ପାଣିଗ୍ରାହୀ, କୋମନା ସହକାରୀ ପି ପି ଭାବଗ୍ରାହୀ ପଣ୍ଡା, ଉପଜିଲ୍ଲାପାଳ କୋର୍ଟ ରେ ଯୋଗେଶ ସାହୁ, ଏଡିଶିନାଲ କମିଶନ ଜୟକୁମାର ନିସାଦ, ଜ୍ୟୋସ୍ନା ରାଣୀ ନେତାମ ପ୍ରମୁଖ ମନୋନୀତ ହୋଇଅଛି।
