ପଞ୍ଚଭୁତ ରେ ଲୀନ ହେଲେ ଡ଼ ରାସେଶ୍ୱରୀ ସମ୍ବଲପୁର ତା ୧୭/୨(ଭଞ୍ଜ ଦୂତ ):-ପଶ୍ଚିମ ଓଡିଶା ର ସମାଜ ସେବି, ପୂର୍ଵତନ ବିଧାୟିକା ସମ୍ବଲପୁର ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ୮ଟା ୫୦ରେ ପରଲୋକ ହୋଇଛି /ତାଙ୍କ ର ପାର୍ଥିବ ଶରୀର ସ୍ଥାନୀୟ ରାଜ ଘାଟ ରେ ମଙ୍ଗଳ ବାର ଅପରାହ୍ନ ୪ଟା ରେ ଶେଷ କୃତ୍ୟ ସଂପନ ହୋଇଛି /ପୁତୁରା ସ୍ୱରୂପ ପାଣିଗ୍ରାହୀ ମୁଖାଗ୍ନି ଦେଇ ଥିଲେ /ବିଶାଳା ପଟୁଆର ଓ ରାସେଶ୍ୱରୀ ପାଣିଗ୍ରାହୀ ଅମର ରହେ ଧ୍ଵନି ରେ ରାଜ ରାସ୍ତା କମ୍ପ ମାନ ହୋଇଛି /ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ସମ୍ବଲପୁର ର ଜିଲ୍ଲା ପାଳ,ଆରକ୍ଷୀ ଅଧିକାରୀ ଶେଷ ଦର୍ଶନ କରିଥିଲେ /
