*ଉଦ୍ୟାନବନ୍ଧ ଖଇରଭାଡ଼ି ସଡ଼କ ରେ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ସାଇକେଲ କୁ ଧକ୍କା ଦେଇଥିଲା। ବାଇକ୍ ଜଳି ଗଲା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୮.୦୧
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ୍ଧ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀ ସାଇକେଲ କୁ ଧକ୍କା ଦେଇଥିଲା। ବାଇକ୍ ଟି ଘଟଣା ସ୍ଥଳ ରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଅଛି। ଫଳରେ ବାଇକ୍ ଆରୋହୀ ବୃନ୍ଦାପାଟ ଗ୍ରାମର ମାନସ ଦନ ମାଝୀ, ବୋଲି ଜଣାପଡିଛି। ପରିସ୍ଥିତି ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କୁ ସ୍ଥାନାନ୍ତର କରିଛନ୍ତି। ସାଇକେଲ ଆରୋହୀ ମଧ୍ୟ ଆହତ ହୋଇଥିବା ବେଳେ କୋମନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।
